or_tn/jas/04/15.md

828 B

Instead, you should say

ଏହା ପରିବର୍ତ୍ତେ, ତୁମର ଆଚରଣ ଶୁଚି ହେବା ଉଚିତ

we will live and do this or that

ଆମ୍ଭେମାନେ ଯାହା ଯୋଜନା କରିଅଛୁ, ତାହାକୁ ସଫଳ କରିବା ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହୁ । “ଆମେ” ଶବ୍ଦ ପ୍ରତ୍ୟକ୍ଷଭାବେ ଯାକୁବ ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଝାଏ ନାହିଁ କିନ୍ତୁ ଯାକୁବଙ୍କ ଶ୍ରୋତାମାନେ ଭବିଷ୍ୟତ ବିଷୟରେ କେମିତି ବିଚାର କରିବା ଉଚିତ ସେହି ଉଦାହରଣର ଏକ ଅଂଶ ଅଟେ ।