# Instead, you should say ଏହା ପରିବର୍ତ୍ତେ, ତୁମର ଆଚରଣ ଶୁଚି ହେବା ଉଚିତ # we will live and do this or that ଆମ୍ଭେମାନେ ଯାହା ଯୋଜନା କରିଅଛୁ, ତାହାକୁ ସଫଳ କରିବା ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହୁ । “ଆମେ” ଶବ୍ଦ ପ୍ରତ୍ୟକ୍ଷଭାବେ ଯାକୁବ ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଝାଏ ନାହିଁ କିନ୍ତୁ ଯାକୁବଙ୍କ ଶ୍ରୋତାମାନେ ଭବିଷ୍ୟତ ବିଷୟରେ କେମିତି ବିଚାର କରିବା ଉଚିତ ସେହି ଉଦାହରଣର ଏକ ଅଂଶ ଅଟେ ।