or_tn/jas/04/07.md

707 B

So submit

କାରଣ ଈଶ୍ବର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ବଶୀଭୂତ ହୁଅ

submit to God

ଈଶ୍ବରଙ୍କ ଆଜ୍ଞାବହ ହୁଅ

Resist the devil

ଶୟତାନକୁ ପ୍ରତିବାଦ କର ବା “ଶୟତାନ ଯାହା ଚାହୁଁଛି ତାହା କର ନାହି”

he will flee

ସେ ଦୌଡି ପଳାଇବ

you

ଏଠାରେ ଏହି ସର୍ବନାମ ବହୁବଚନ ଅଟେ ଏବଂ ଯାକୁବଙ୍କ ଶ୍ରୋତାମାନଙ୍କୁ ବୁଝାଏ । (ଦେଖ : rc://*/ta/man/translate/figs-you)