or_tn/jas/04/07.md

20 lines
707 B
Markdown
Raw Permalink Normal View History

2020-11-19 00:15:53 +00:00
# So submit
କାରଣ ଈଶ୍ବର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ବଶୀଭୂତ ହୁଅ
# submit to God
ଈଶ୍ବରଙ୍କ ଆଜ୍ଞାବହ ହୁଅ
# Resist the devil
ଶୟତାନକୁ ପ୍ରତିବାଦ କର ବା “ଶୟତାନ ଯାହା ଚାହୁଁଛି ତାହା କର ନାହି”
# he will flee
ସେ ଦୌଡି ପଳାଇବ
# you
ଏଠାରେ ଏହି ସର୍ବନାମ ବହୁବଚନ ଅଟେ ଏବଂ ଯାକୁବଙ୍କ ଶ୍ରୋତାମାନଙ୍କୁ ବୁଝାଏ । (ଦେଖ : [[rc://*/ta/man/translate/figs-you]])