or_tn/jas/04/04.md

2.4 KiB

You adulteresses!

ଯାକୁବ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ସ୍ତ୍ରୀମାନେ ସେମାନଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟଏକ ପୁରୁଷ ସହିତ ଶୟନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହଁ !” (ଦେଖ: rc://*/ta/man/translate/figs-metaphor)

Do you not know ... God?

ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି । ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମେ ଜାଣିଅଛ ... ଈଶ୍ବର !” (ଦେଖ: rc://*/ta/man/translate/figs-rquestion)

friendship with the world

ଏହି ବାକ୍ୟାଂଶ ଜଗତର ଜୀବନ ଶୈଳିରେ ମିଶୁଥିବା ଓ ତହିଁର ଆଚାର ବ୍ୟବହାରକୁ ପରିଚିତ କରିବାକୁ ବୁଝାଏ । (ଦେଖ: rc://*/ta/man/translate/figs-metonymy)

friendship with the world

ଏଠାରେ ଜଗତର ଜୀବନଶୈଳି ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯାହା ଅନ୍ୟମାନେ ମିତ୍ର ହୋଇ ପାରିବେ । (ଦେଖ: rc://*/ta/man/translate/figs-personification)

friendship with the world is hostility against God

ଯେଉଁମାନେ ଜଗତର ମିତ୍ର ହୁଅନ୍ତି ସେମାନେ ଈଶ୍ବରଙ୍କ ଶତ୍ରୁ ଅଟନ୍ତି । ଏଠାରେ “ଜଗତ ସହିତ ମିତ୍ରତା” ଜଗତ ସହିତ ବନ୍ଧୁତା ସ୍ଥାପନ କରିବାକୁ ବୁଝାଏ, ଏବଂ “ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା” ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଜଗତର ମିତ୍ରତା ଈଶ୍ବରଙ୍କ ଶତ୍ରୁତା ଅଟେ” (ଦେଖ: rc://*/ta/man/translate/figs-metonymy)