or_tn/jas/04/04.md

20 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# You adulteresses!
ଯାକୁବ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ସ୍ତ୍ରୀମାନେ ସେମାନଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟଏକ ପୁରୁଷ ସହିତ ଶୟନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହଁ !” (ଦେଖ: [[rc://*/ta/man/translate/figs-metaphor]])
# Do you not know ... God?
ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି । ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମେ ଜାଣିଅଛ ... ଈଶ୍ବର !” (ଦେଖ: [[rc://*/ta/man/translate/figs-rquestion]])
# friendship with the world
ଏହି ବାକ୍ୟାଂଶ ଜଗତର ଜୀବନ ଶୈଳିରେ ମିଶୁଥିବା ଓ ତହିଁର ଆଚାର ବ୍ୟବହାରକୁ ପରିଚିତ କରିବାକୁ ବୁଝାଏ । (ଦେଖ: [[rc://*/ta/man/translate/figs-metonymy]])
# friendship with the world
ଏଠାରେ ଜଗତର ଜୀବନଶୈଳି ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯାହା ଅନ୍ୟମାନେ ମିତ୍ର ହୋଇ ପାରିବେ । (ଦେଖ: [[rc://*/ta/man/translate/figs-personification]])
# friendship with the world is hostility against God
ଯେଉଁମାନେ ଜଗତର ମିତ୍ର ହୁଅନ୍ତି ସେମାନେ ଈଶ୍ବରଙ୍କ ଶତ୍ରୁ ଅଟନ୍ତି । ଏଠାରେ “ଜଗତ ସହିତ ମିତ୍ରତା” ଜଗତ ସହିତ ବନ୍ଧୁତା ସ୍ଥାପନ କରିବାକୁ ବୁଝାଏ, ଏବଂ “ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା” ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଜଗତର ମିତ୍ରତା ଈଶ୍ବରଙ୍କ ଶତ୍ରୁତା ଅଟେ” (ଦେଖ: [[rc://*/ta/man/translate/figs-metonymy]])