or_tn/jas/03/14.md

1.4 KiB

if you have bitter jealousy and ambition in your heart

ଏଠାରେ “ହୃଦୟ” ଏକ ବ୍ୟକ୍ତିର ଭାବନା ଓ ଚିନ୍ତାଧାରା ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଭାବବାଚକ ସର୍ବନାମ “ଇର୍ଷା” ଏବଂ “ଉଚ୍ଚାଭିଳାଷ”କୁ ଦୂରକରି ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ : “ଯଦି ତୁମେ ଇର୍ଷା ଓ ସ୍ବାର୍ଥପର ଅଟ” ବା “ଯଦି ତୁମେ ଅନ୍ୟପାଖରେ ଥିବା ବସ୍ତୁକୁ ଲୋଭ କର ଏବଂ ତୁମେ ଅନ୍ୟକୁ ହଇରାଣ କରି ସଫଳତା ଅର୍ଜନ କରିବାକୁ ଇଚ୍ଛା କରୁଅଛ ।” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-abstractnouns]] )

do not boast and lie against the truth

ଭାବବାଚକ ସର୍ବନାମ “ସତ୍ୟତା” କୁ “ସତ୍ୟ” ଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ : “ତୁମେମାନେ ବୁଦ୍ଧିମାନ ବୋଲି ଗର୍ବ କରନାହଁ, କାରଣ ଏହା ସତ୍ୟ ନୁହଁ” (ଦେଖ : rc://*/ta/man/translate/figs-abstractnouns )