or_tn/jas/03/14.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# if you have bitter jealousy and ambition in your heart
ଏଠାରେ “ହୃଦୟ” ଏକ ବ୍ୟକ୍ତିର ଭାବନା ଓ ଚିନ୍ତାଧାରା ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଭାବବାଚକ ସର୍ବନାମ “ଇର୍ଷା” ଏବଂ “ଉଚ୍ଚାଭିଳାଷ”କୁ ଦୂରକରି ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ : “ଯଦି ତୁମେ ଇର୍ଷା ଓ ସ୍ବାର୍ଥପର ଅଟ” ବା “ଯଦି ତୁମେ ଅନ୍ୟପାଖରେ ଥିବା ବସ୍ତୁକୁ ଲୋଭ କର ଏବଂ ତୁମେ ଅନ୍ୟକୁ ହଇରାଣ କରି ସଫଳତା ଅର୍ଜନ କରିବାକୁ ଇଚ୍ଛା କରୁଅଛ ।” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-abstractnouns]] )
# do not boast and lie against the truth
ଭାବବାଚକ ସର୍ବନାମ “ସତ୍ୟତା” କୁ “ସତ୍ୟ” ଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ : “ତୁମେମାନେ ବୁଦ୍ଧିମାନ ବୋଲି ଗର୍ବ କରନାହଁ, କାରଣ ଏହା ସତ୍ୟ ନୁହଁ” (ଦେଖ : [[rc://*/ta/man/translate/figs-abstractnouns]] )