or_tn/jas/03/09.md

713 B

With it we

ଆମ୍ଭେମାନେ ଜିହ୍ବାକୁ କଥା କହିବା ନିମନ୍ତେ ବ୍ୟବହାର କରିଥାଉ

we curse men

ଆମ୍ଭେମାନେ ମନୁଷ୍ୟମାନଙ୍କୁ ଆଘାତ କରିବା ନିମନ୍ତେ ପ୍ରାର୍ଥନା କରୁ

who have been made in God's likeness

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯାହାକୁ ଈଶ୍ବର ଆପଣା ସାଦୃଶ୍ୟରେ ସୃଷ୍ଟି କରିଛନ୍ତି” (ଦେଖ: rc://*/ta/man/translate/figs-activepassive)