# With it we ଆମ୍ଭେମାନେ ଜିହ୍ବାକୁ କଥା କହିବା ନିମନ୍ତେ ବ୍ୟବହାର କରିଥାଉ # we curse men ଆମ୍ଭେମାନେ ମନୁଷ୍ୟମାନଙ୍କୁ ଆଘାତ କରିବା ନିମନ୍ତେ ପ୍ରାର୍ଥନା କରୁ # who have been made in God's likeness ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯାହାକୁ ଈଶ୍ବର ଆପଣା ସାଦୃଶ୍ୟରେ ସୃଷ୍ଟି କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])