or_tn/jas/03/06.md

20 lines
2.5 KiB
Markdown

# The tongue is also a fire
ଯାହ ଲୋକମାନେ କହିଥାନ୍ତି ସେମାନଙ୍କ ନିମନ୍ତେ ଜିହ୍ବା ଏକ ରୁପକ ଅଟେ । ଯାକୁବ ଏହାକୁ ଅଗ୍ନି ବୋଲି କହନ୍ତି କାରଣ ଏହା ବହୁତ କ୍ଷତି କରିଥାଏ । ଅନ୍ୟ ଏକ ଅନୁବାଦରେ: “ଜିହ୍ବା ଏକ ଅଗ୍ନି ତୁଲ୍ୟ ଅଟେ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-metaphor]])
# a world of sinfulness set among our body parts
ପାପମୟ ବାକ୍ୟ ବିଶାଳଭାବେ ପ୍ରଭାବିତ କରିବା ବିଷୟରେ କୁହାଯାଏ ଯେପରି ସେମାନଙ୍କ ଦ୍ବାରା ହୋଇଥିବା ଗୋଟିଏ ଜଗତ ଥିଲେ । (ଦେଖ: [[rc://*/ta/man/translate/figs-metaphor]])
# It stains the whole body
ପାପମୟ ବାକ୍ୟକୁ ରୂପକଭାବେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ଦାଗ କରିଥାଏ । ଯାହା ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ ନହେବା ବିଷୟରେ କୁହାଯାଏ ଯେପରି ଏହା ଶରୀରରେ ଆବର୍ଜନାର ଦାଗ ଥିଲା । (ଦେଖ : [[rc://*/ta/man/translate/figs-metaphor]])
# sets on fire the course of life
“ଜୀବନ ଯାତ୍ରାରେ” ବାକ୍ୟାଂଶ ଜଣେ ବ୍ୟକ୍ତିର ସମ୍ପୁର୍ଣ ଜୀବନକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଏହା ଜଣେ ବ୍ୟକ୍ତିର ସଂପୂର୍ଣ ଜୀବନକୁ ନଷ୍ଟ କରି ଦେଇଥାଏ” (ଦେଖ : [[rc://*/ta/man/translate/figs-metaphor]] )
# life. It is itself set on fire by hell
“ନିଜେ” ଶବ୍ଦର ଅର୍ଥ ଜିହ୍ବାକୁ ବୁଝାଏ । ଆହୁରି ମଧ୍ୟ, ଏଠାରେ “ନର୍କ” ମନ୍ଦତା ଓ ଶୟତାନର ଶକ୍ତିକୁ ବୁଝାଏ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଜୀବନକୁ ଶୟତାନ ମନ୍ଦ କାର୍ଯ୍ୟରେ ବ୍ୟବହାର କରେ” (ଦେଖ: [[rc://*/ta/man/translate/figs-activepassive]] )