or_tn/jas/03/06.md

2.5 KiB

The tongue is also a fire

ଯାହ ଲୋକମାନେ କହିଥାନ୍ତି ସେମାନଙ୍କ ନିମନ୍ତେ ଜିହ୍ବା ଏକ ରୁପକ ଅଟେ । ଯାକୁବ ଏହାକୁ ଅଗ୍ନି ବୋଲି କହନ୍ତି କାରଣ ଏହା ବହୁତ କ୍ଷତି କରିଥାଏ । ଅନ୍ୟ ଏକ ଅନୁବାଦରେ: “ଜିହ୍ବା ଏକ ଅଗ୍ନି ତୁଲ୍ୟ ଅଟେ” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-metaphor]])

a world of sinfulness set among our body parts

ପାପମୟ ବାକ୍ୟ ବିଶାଳଭାବେ ପ୍ରଭାବିତ କରିବା ବିଷୟରେ କୁହାଯାଏ ଯେପରି ସେମାନଙ୍କ ଦ୍ବାରା ହୋଇଥିବା ଗୋଟିଏ ଜଗତ ଥିଲେ । (ଦେଖ: rc://*/ta/man/translate/figs-metaphor)

It stains the whole body

ପାପମୟ ବାକ୍ୟକୁ ରୂପକଭାବେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତିର ଶରୀରରେ ଦାଗ କରିଥାଏ । ଯାହା ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ ନହେବା ବିଷୟରେ କୁହାଯାଏ ଯେପରି ଏହା ଶରୀରରେ ଆବର୍ଜନାର ଦାଗ ଥିଲା । (ଦେଖ : rc://*/ta/man/translate/figs-metaphor)

sets on fire the course of life

“ଜୀବନ ଯାତ୍ରାରେ” ବାକ୍ୟାଂଶ ଜଣେ ବ୍ୟକ୍ତିର ସମ୍ପୁର୍ଣ ଜୀବନକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଏହା ଜଣେ ବ୍ୟକ୍ତିର ସଂପୂର୍ଣ ଜୀବନକୁ ନଷ୍ଟ କରି ଦେଇଥାଏ” (ଦେଖ : rc://*/ta/man/translate/figs-metaphor )

life. It is itself set on fire by hell

“ନିଜେ” ଶବ୍ଦର ଅର୍ଥ ଜିହ୍ବାକୁ ବୁଝାଏ । ଆହୁରି ମଧ୍ୟ, ଏଠାରେ “ନର୍କ” ମନ୍ଦତା ଓ ଶୟତାନର ଶକ୍ତିକୁ ବୁଝାଏ । ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଜୀବନକୁ ଶୟତାନ ମନ୍ଦ କାର୍ଯ୍ୟରେ ବ୍ୟବହାର କରେ” (ଦେଖ: rc://*/ta/man/translate/figs-activepassive )