or_tn/jas/03/05.md

1.4 KiB

Likewise

ଏହି ଶବ୍ଦ ସୂଚିତ କରେ ଯେ ଜିହ୍ବା, ଘୋଡାର ଲଗାମ,ଓ ଜାହାଜର ମଙ୍ଗକୁ ସାଦୃଶ୍ୟଭାବେ ପ୍ରକାଶ କରେ ଯାହା ପୂର୍ବ ପଦରେ ଲେଖା ଯାଇଛି । ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରରେ”

boasts great things

ଏଠାରେ “ବିଷୟ” ସମସ୍ତ ବିଷୟ ନିମନ୍ତେ ଏକ ସାଧାରଣ ଶବ୍ଦ ଅଟେ ଯାହା ବିଷୟରେ ଏହି ଲୋକମାନେ ଗର୍ବ କରନ୍ତି ।

Notice also

ଏହା ବିଷୟରେ ଚିନ୍ତା କର

how small a fire sets on fire a large forest

ଜିହ୍ବା କିପ୍ରକାରେ ବିନଷ୍ଟ କରିବାର କାରଣ ହୁଏ ସେହି ବିଷୟରେ ଲୋକମାନଙ୍କୁ ବୁଝାଇବା ନିମନ୍ତେ, ଯାକୁବ କ୍ଷତି କରିବା ବିଷୟରେ କହନ୍ତି ଯାହା ଏକ କ୍ଷୁଦ୍ର ଅଗ୍ନି କଣିକା କରିଥାଏ । ଅନ୍ୟ ଏକ ଅନୁବାଦରେ: “ଯେପରି ଗୋଟିଏ କ୍ଷୁଦ୍ର ଅଗ୍ନି କଣିକା ଅଗ୍ନି ପ୍ରଜ୍ବଳିତ କରିଥାଏ ଯାହା ବୃକ୍ଷମାନଙ୍କୁ ଜାଳି ଦେଇଥାଏ”