# Likewise ଏହି ଶବ୍ଦ ସୂଚିତ କରେ ଯେ ଜିହ୍ବା, ଘୋଡାର ଲଗାମ,ଓ ଜାହାଜର ମଙ୍ଗକୁ ସାଦୃଶ୍ୟଭାବେ ପ୍ରକାଶ କରେ ଯାହା ପୂର୍ବ ପଦରେ ଲେଖା ଯାଇଛି । ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରରେ” # boasts great things ଏଠାରେ “ବିଷୟ” ସମସ୍ତ ବିଷୟ ନିମନ୍ତେ ଏକ ସାଧାରଣ ଶବ୍ଦ ଅଟେ ଯାହା ବିଷୟରେ ଏହି ଲୋକମାନେ ଗର୍ବ କରନ୍ତି । # Notice also ଏହା ବିଷୟରେ ଚିନ୍ତା କର # how small a fire sets on fire a large forest ଜିହ୍ବା କିପ୍ରକାରେ ବିନଷ୍ଟ କରିବାର କାରଣ ହୁଏ ସେହି ବିଷୟରେ ଲୋକମାନଙ୍କୁ ବୁଝାଇବା ନିମନ୍ତେ, ଯାକୁବ କ୍ଷତି କରିବା ବିଷୟରେ କହନ୍ତି ଯାହା ଏକ କ୍ଷୁଦ୍ର ଅଗ୍ନି କଣିକା କରିଥାଏ । ଅନ୍ୟ ଏକ ଅନୁବାଦରେ: “ଯେପରି ଗୋଟିଏ କ୍ଷୁଦ୍ର ଅଗ୍ନି କଣିକା ଅଗ୍ନି ପ୍ରଜ୍ବଳିତ କରିଥାଏ ଯାହା ବୃକ୍ଷମାନଙ୍କୁ ଜାଳି ଦେଇଥାଏ”