or_tn/jas/03/03.md

964 B

General Information:

ଯାକୁବ ଏକ ଯୁକ୍ତିକୁ ଗୁରୁତ୍ବ ଦେବା ନିମନ୍ତେ କହନ୍ତି ଯେ ଛୋଟ ବିଷୟ ବଡ ବିଷୟକୁ ନିୟନ୍ତ୍ରଣ କରିପାରେ ।

Now if we put bits into horses' mouths

ଯାକୁବ ଘୋଡାର ଲଗାମ ବିଷୟରେ କହନ୍ତି । ଗୋଟିଏ ଲଗାମ ଧାତୁରେ ନିର୍ମିତ ଏକ ଛୋଟ ଅଂଶ ଅଟେ ଯାହାକୁ ଘୋଡାର ମୁହରେ ତାହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଲଗାମ ଦିଆଯାଇଥାଏ ।

Now if

ଯଦି ବା “ଯେତେବେଳେ”

horses

ଘୋଡା ଏକ ବଡ ପଶୁ ଅଟେ ଯାହାକୁ ଜିନିଷ ଓ ଲୋକମାନଙ୍କୁ ବୋହିନେବା ନିମନ୍ତେ ବ୍ୟବହାର କରାଯାଇଥାଏ ।