# General Information: ଯାକୁବ ଏକ ଯୁକ୍ତିକୁ ଗୁରୁତ୍ବ ଦେବା ନିମନ୍ତେ କହନ୍ତି ଯେ ଛୋଟ ବିଷୟ ବଡ ବିଷୟକୁ ନିୟନ୍ତ୍ରଣ କରିପାରେ । # Now if we put bits into horses' mouths ଯାକୁବ ଘୋଡାର ଲଗାମ ବିଷୟରେ କହନ୍ତି । ଗୋଟିଏ ଲଗାମ ଧାତୁରେ ନିର୍ମିତ ଏକ ଛୋଟ ଅଂଶ ଅଟେ ଯାହାକୁ ଘୋଡାର ମୁହରେ ତାହାକୁ ନିୟନ୍ତ୍ରଣ କରିବା ନିମନ୍ତେ ଲଗାମ ଦିଆଯାଇଥାଏ । # Now if ଯଦି ବା “ଯେତେବେଳେ” # horses ଘୋଡା ଏକ ବଡ ପଶୁ ଅଟେ ଯାହାକୁ ଜିନିଷ ଓ ଲୋକମାନଙ୍କୁ ବୋହିନେବା ନିମନ୍ତେ ବ୍ୟବହାର କରାଯାଇଥାଏ ।