or_tn/jas/03/01.md

1.5 KiB

Not many of you

ଯାକୁବ ଏକ ସାଧାରଣ ଉକ୍ତି ଦେଉଛନ୍ତି । (ଦେଖ : rc://*/ta/man/translate/figs-genericnoun)

my brothers

ମୋହର ସାଥୀ ବିଶ୍ବାସୀମାନେ

we who teach will be judged more strictly

ଏହି ବାକ୍ୟାଂଶ କଠୋର ଦଣ୍ଡ ବିଷୟରେ କହେ ଯେ ଯେଉଁମାନେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ସେମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ଆସେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କଠୋରଭାବେ ବିଚାର କରିବେ ଯେଉମାନେ ଶିକ୍ଷା ଦିଅନ୍ତି କାରଣ ଆମ୍ଭେମାନେ ଯେଉଁମାନଙ୍କୁ ଶିକ୍ଷା ଦେଉଅଛୁ ତାହଙ୍କ ତୁଳନାରେ ଆମ୍ଭେମାନେ ବାକ୍ୟକୁ ଭଲଭାବରେ ଜାଣିଅଛୁ” (ଦେଖ:rc://*/ta/man/translate/figs-explicit)

we who teach

ଯାକୁବ ଆପଣାକୁ ଏବଂ ଅନ୍ୟ ଶିକ୍ଷକମାନଙ୍କୁ ସମ୍ପୃକ୍ତ କରନ୍ତି, କିନ୍ତୁ ପାଠମାନଙ୍କୁ ନୁହେ, ତେଣୁ “ଆମେ” ଶବ୍ଦ ବିଶେଷ ଦଳକୁ ସୂଚିତ କରେ । (ଦେଖ: rc://*/ta/man/translate/figs-exclusive)