or_tn/jas/03/01.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Not many of you
ଯାକୁବ ଏକ ସାଧାରଣ ଉକ୍ତି ଦେଉଛନ୍ତି । (ଦେଖ : [[rc://*/ta/man/translate/figs-genericnoun]])
# my brothers
ମୋହର ସାଥୀ ବିଶ୍ବାସୀମାନେ
# we who teach will be judged more strictly
ଏହି ବାକ୍ୟାଂଶ କଠୋର ଦଣ୍ଡ ବିଷୟରେ କହେ ଯେ ଯେଉଁମାନେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିକ୍ଷା ଦିଅନ୍ତି ସେମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ଆସେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର କଠୋରଭାବେ ବିଚାର କରିବେ ଯେଉମାନେ ଶିକ୍ଷା ଦିଅନ୍ତି କାରଣ ଆମ୍ଭେମାନେ ଯେଉଁମାନଙ୍କୁ ଶିକ୍ଷା ଦେଉଅଛୁ ତାହଙ୍କ ତୁଳନାରେ ଆମ୍ଭେମାନେ ବାକ୍ୟକୁ ଭଲଭାବରେ ଜାଣିଅଛୁ” (ଦେଖ:[[rc://*/ta/man/translate/figs-explicit]])
# we who teach
ଯାକୁବ ଆପଣାକୁ ଏବଂ ଅନ୍ୟ ଶିକ୍ଷକମାନଙ୍କୁ ସମ୍ପୃକ୍ତ କରନ୍ତି, କିନ୍ତୁ ପାଠମାନଙ୍କୁ ନୁହେ, ତେଣୁ “ଆମେ” ଶବ୍ଦ ବିଶେଷ ଦଳକୁ ସୂଚିତ କରେ । (ଦେଖ: [[rc://*/ta/man/translate/figs-exclusive]])