or_tn/jas/02/25.md

24 lines
1.7 KiB
Markdown

# In the same way also ... justified by works
ଯାକୁବ କହନ୍ତି ଯେ ଯେଉଁ ବିଷୟ ଅବ୍ରାହାମଙ୍କ ସହିତ ହୋଇଥିଲା ତାହା ରାହାବଙ୍କଠାରେ ମଧ୍ୟ ସତ୍ୟ ଥିଲା । ଉଭୟେ କର୍ମ ଦ୍ବାରା ଧାର୍ମିକ ହୋଇଥିଲେ ।
# was not Rahab the prostitute justified by works ... another road?
ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ନିର୍ଦେଶ ଦେବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ରାହାବ ବେଶ୍ୟାର ଏକ କାର୍ଯ୍ୟ ଯାହା ତାହାକୁ ଧାର୍ମିକ କରିଥିଲା...ଅନ୍ୟ ଏକ ପଥରେ ।” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]])
# Rahab the prostitute
ଯାକୁବଙ୍କ ଇଚ୍ଛା ଥିଲା ଯେ ତାହାଙ୍କ ଶ୍ରୋତାମାନେ ପୂରାତନ ନିୟମର କାହାଣୀ ରାହାବ ବିଷୟରେ ଜାଣନ୍ତୁ ।
# justified by works
ଯାକୁବ କର୍ମ ବିଷୟରେ କହନ୍ତି ଯାହାକୁ ଅଧିକାର କରାଯାଇପାରିବ । (ଦେଖ: [[rc://*/ta/man/translate/figs-metaphor]])
# messengers
ଅନ୍ୟ ସ୍ଥାନରୁ ଯେଉମାନେ ସୁସମାଚାର ଆଣନ୍ତି
# sent them away by another road
ତାପରେ ସେମାନଙ୍କୁ ସହର ଛାଡି ଯିବାକୁ ସାହାଯ୍ୟ କଲା