# In the same way also ... justified by works ଯାକୁବ କହନ୍ତି ଯେ ଯେଉଁ ବିଷୟ ଅବ୍ରାହାମଙ୍କ ସହିତ ହୋଇଥିଲା ତାହା ରାହାବଙ୍କଠାରେ ମଧ୍ୟ ସତ୍ୟ ଥିଲା । ଉଭୟେ କର୍ମ ଦ୍ବାରା ଧାର୍ମିକ ହୋଇଥିଲେ । # was not Rahab the prostitute justified by works ... another road? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ନିର୍ଦେଶ ଦେବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ରାହାବ ବେଶ୍ୟାର ଏକ କାର୍ଯ୍ୟ ଯାହା ତାହାକୁ ଧାର୍ମିକ କରିଥିଲା...ଅନ୍ୟ ଏକ ପଥରେ ।” (ଦେଖ: [[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]]) # Rahab the prostitute ଯାକୁବଙ୍କ ଇଚ୍ଛା ଥିଲା ଯେ ତାହାଙ୍କ ଶ୍ରୋତାମାନେ ପୂରାତନ ନିୟମର କାହାଣୀ ରାହାବ ବିଷୟରେ ଜାଣନ୍ତୁ । # justified by works ଯାକୁବ କର୍ମ ବିଷୟରେ କହନ୍ତି ଯାହାକୁ ଅଧିକାର କରାଯାଇପାରିବ । (ଦେଖ: [[rc://*/ta/man/translate/figs-metaphor]]) # messengers ଅନ୍ୟ ସ୍ଥାନରୁ ଯେଉମାନେ ସୁସମାଚାର ଆଣନ୍ତି # sent them away by another road ତାପରେ ସେମାନଙ୍କୁ ସହର ଛାଡି ଯିବାକୁ ସାହାଯ୍ୟ କଲା