or_tn/jas/02/21.md

16 lines
1.8 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଯେହେତୁ ଏସମସ୍ତ ଯିହୁଦୀ ବିଶ୍ବାସୀମାନେ ଅଟନ୍ତି, ସେମାନେ ଅବ୍ରାହମଙ୍କ ବିଷୟରେ ଜାଣିଛନ୍ତି, ଯାହାଙ୍କ ବିଷୟରେ ଈଶ୍ବର ତାହାଙ୍କ ବାକ୍ୟରେ ପୂର୍ବରେ କହିଥିଲେ ।
# Was not Abraham our father justified ... on the altar?
ନିର୍ବୋଧ ବ୍ୟକ୍ତିର ଯୁକ୍ତିତର୍କକୁ ଖଣ୍ଡନ କରିବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ [ଯାକୁବ :୧୮] (..//୧୮.md)ଠାରୁ ବ୍ୟବହାର କରାଯାଇଛି, ଯେଉମାନେ ବିଶ୍ବାସ କରନ୍ତି ନାହି ଯେ ବିଶ୍ବାସ ଓ କର୍ମ ଏକସଙ୍ଗରେ କାର୍ଯ୍ୟ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କ ପିତା ଅବ୍ରାହମ ପ୍ରକୃତରେ ଧାର୍ମିକତା ଗଣିତ ହୋଇଥିଲେ ... ବେଦି ଉପରେ ।” (ଦେଖ: [[rc://*/ta/man/translate/figs-rquestion]])
# justified by works
ଯାକୁବ କର୍ମ ବିଷୟରେ କହନ୍ତି ଯେପରି ସେମାନେ ବସ୍ତୁ ଥିଲେ ଯାହା ଜଣେ ପାଇପାରିବ । ଅନ୍ୟ ଏକ ଅନୁବାଦରେ: “ଉତ୍ତମ କର୍ମ କରିବା ଦ୍ବାରା ଧାର୍ମିକତା ହେବା” (ଦେଖ: [[rc://*/ta/man/translate/figs-metaphor]])
# father
ଏଠାରେ “ପିତା” ଶବ୍ଦର ବ୍ୟବହାର “ପୂର୍ବ ପୁରୁଷ” ଅର୍ଥରେ ବ୍ୟବହୃତ ହୋଇଅଛି ।