or_tn/jas/02/21.md

1.8 KiB
Raw Permalink Blame History

General Information:

ଯେହେତୁ ଏସମସ୍ତ ଯିହୁଦୀ ବିଶ୍ବାସୀମାନେ ଅଟନ୍ତି, ସେମାନେ ଅବ୍ରାହମଙ୍କ ବିଷୟରେ ଜାଣିଛନ୍ତି, ଯାହାଙ୍କ ବିଷୟରେ ଈଶ୍ବର ତାହାଙ୍କ ବାକ୍ୟରେ ପୂର୍ବରେ କହିଥିଲେ ।

Was not Abraham our father justified ... on the altar?

ନିର୍ବୋଧ ବ୍ୟକ୍ତିର ଯୁକ୍ତିତର୍କକୁ ଖଣ୍ଡନ କରିବା ନିମନ୍ତେ ଏହି ଅଳଙ୍କାରିକ ପ୍ରଶ୍ନ [ଯାକୁବ :୧୮] (..//୧୮.md)ଠାରୁ ବ୍ୟବହାର କରାଯାଇଛି, ଯେଉମାନେ ବିଶ୍ବାସ କରନ୍ତି ନାହି ଯେ ବିଶ୍ବାସ ଓ କର୍ମ ଏକସଙ୍ଗରେ କାର୍ଯ୍ୟ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କ ପିତା ଅବ୍ରାହମ ପ୍ରକୃତରେ ଧାର୍ମିକତା ଗଣିତ ହୋଇଥିଲେ ... ବେଦି ଉପରେ ।” (ଦେଖ: rc://*/ta/man/translate/figs-rquestion)

justified by works

ଯାକୁବ କର୍ମ ବିଷୟରେ କହନ୍ତି ଯେପରି ସେମାନେ ବସ୍ତୁ ଥିଲେ ଯାହା ଜଣେ ପାଇପାରିବ । ଅନ୍ୟ ଏକ ଅନୁବାଦରେ: “ଉତ୍ତମ କର୍ମ କରିବା ଦ୍ବାରା ଧାର୍ମିକତା ହେବା” (ଦେଖ: rc://*/ta/man/translate/figs-metaphor)

father

ଏଠାରେ “ପିତା” ଶବ୍ଦର ବ୍ୟବହାର “ପୂର୍ବ ପୁରୁଷ” ଅର୍ଥରେ ବ୍ୟବହୃତ ହୋଇଅଛି ।