4 lines
1.2 KiB
Markdown
4 lines
1.2 KiB
Markdown
# faith by itself, if it does not have works, is dead
|
|
|
|
ଯାକୁବ ବିଶ୍ବାସ ବିଷୟରେ କହନ୍ତି ଯେପରି ଏହାଠାରେ ଜୀବନ ଥିଲା ଯଦି ଜଣେ ଉତ୍ତମ କର୍ମ କରେ, ଏବଂ ବିଶ୍ବାସ ବିଷୟରେ ଏପରି କହନ୍ତି ଯେପରି ଏହା ମରିଯାଇଥିଲା ଯଦି ଜଣେ ଉତ୍ତମ କର୍ମ କରେନାହି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ” ଦୂର କରିବା ନିମନ୍ତେ ଏହାକୁ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉ ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ ବୋଲି କହେ, କିନ୍ତୁ ଈଶ୍ବରଙ୍କ ଆଜ୍ଞା ପାଳନ କରେ ନାହିଁ, ପ୍ରକୃତରେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ ନାହିଁ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-abstractnouns]])
|