or_tn/jas/02/17.md

1.2 KiB

faith by itself, if it does not have works, is dead

ଯାକୁବ ବିଶ୍ବାସ ବିଷୟରେ କହନ୍ତି ଯେପରି ଏହାଠାରେ ଜୀବନ ଥିଲା ଯଦି ଜଣେ ଉତ୍ତମ କର୍ମ କରେ, ଏବଂ ବିଶ୍ବାସ ବିଷୟରେ ଏପରି କହନ୍ତି ଯେପରି ଏହା ମରିଯାଇଥିଲା ଯଦି ଜଣେ ଉତ୍ତମ କର୍ମ କରେନାହି । ଏହି ଭାବବାଚକ ବିଶେଷ୍ୟ “ବିଶ୍ବାସ” ଏବଂ “କାର୍ଯ୍ୟ” ଦୂର କରିବା ନିମନ୍ତେ ଏହାକୁ ପୁନ୍ନରୁକ୍ତି କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉ ବ୍ୟକ୍ତି ଈଶ୍ବରଙ୍କଠାରେ ବିଶ୍ବାସ କରେ ବୋଲି କହେ, କିନ୍ତୁ ଈଶ୍ବରଙ୍କ ଆଜ୍ଞା ପାଳନ କରେ ନାହିଁ, ପ୍ରକୃତରେ ସେ ଈଶ୍ବରଙ୍କଠାରେ ବିଶ୍ବାସ କରେ ନାହିଁ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-abstractnouns]])