or_tn/jas/02/16.md

16 lines
1.4 KiB
Markdown

# stay warm
ଏହାର ଅର୍ଥ ଏହା ହୋଇପାରେ “ପରିଧାନ କରିବା ନିମନ୍ତେ ଅଧିକ ବସ୍ତ୍ର ଅଛି” ବା “ଶୟନ କରିବା ନିମନ୍ତେ ଏକ ସ୍ଥାନ ଅଛି ।” (ଦେଖ: [[rc://*/ta/man/translate/figs-metonymy]])
# be filled
ଖାଦ୍ୟ ସେମାନଙ୍କ ପୂର୍ଣ୍ଣ କରିବା ବିଷୟ ଅଟେ । ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖାଦ୍ୟରେ ପୂର୍ଣ୍ଣ ହୁଅ” ବା “ଭୋଜନରେ ତୃପ୍ତ ହୁଅ” (ଦେଖ: [[rc://*/ta/man/translate/figs-explicit]])
# for the body
ଭୋଜନ କରିବା ନିମନ୍ତେ, ପରିଧାନ କରିବା ନିମନ୍ତେ, ବା ଆରାମରେ ଜୀବନ କାଟିବା ନିମନ୍ତେ (ଦେଖ:[[rc://*/ta/man/translate/figs-metonymy]])
# what good is that?
ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ଉତ୍ତମ ନୁହେଁ ।” (ଦେଖ: [[rc://*/ta/man/translate/figs-rquestion]])