or_tn/jas/02/16.md

1.4 KiB

stay warm

ଏହାର ଅର୍ଥ ଏହା ହୋଇପାରେ “ପରିଧାନ କରିବା ନିମନ୍ତେ ଅଧିକ ବସ୍ତ୍ର ଅଛି” ବା “ଶୟନ କରିବା ନିମନ୍ତେ ଏକ ସ୍ଥାନ ଅଛି ।” (ଦେଖ: rc://*/ta/man/translate/figs-metonymy)

be filled

ଖାଦ୍ୟ ସେମାନଙ୍କ ପୂର୍ଣ୍ଣ କରିବା ବିଷୟ ଅଟେ । ଏହାକୁ ସ୍ପଷ୍ଟଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଖାଦ୍ୟରେ ପୂର୍ଣ୍ଣ ହୁଅ” ବା “ଭୋଜନରେ ତୃପ୍ତ ହୁଅ” (ଦେଖ: rc://*/ta/man/translate/figs-explicit)

for the body

ଭୋଜନ କରିବା ନିମନ୍ତେ, ପରିଧାନ କରିବା ନିମନ୍ତେ, ବା ଆରାମରେ ଜୀବନ କାଟିବା ନିମନ୍ତେ (ଦେଖ:rc://*/ta/man/translate/figs-metonymy)

what good is that?

ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ଉତ୍ତମ ନୁହେଁ ।” (ଦେଖ: rc://*/ta/man/translate/figs-rquestion)