or_tn/jas/02/10.md

12 lines
773 B
Markdown

# For whoever obeys
ପ୍ରତ୍ୟେକଙ୍କ ନିମନ୍ତେ ଯେଉଁମାନେ ପାଳନ କରନ୍ତି
# except that he stumbles ... the whole law
ବିଘ୍ନଜନକର ଅର୍ଥ ଯେ ଚାଲିବା ସମୟରେ ତଳେ ପଡିଯିବା ଅଟେ । ବ୍ୟବସ୍ଥାର ଗୋଟିଏକୁ ଯଦି ଅବମାନନା କରିବା ବିଷୟରେ କୁହାଯାଏ ଯେପରି ଚାଲିବା ସମୟରେ ଏହା ବିଘ୍ନଜନକ ଥିଲା । (ଦେଖ: [[rc://*/ta/man/translate/figs-metaphor]])
# in just a single way
ବ୍ୟବସ୍ଥା ଅନୁସାରେ ଗୋଟିଏ ଆଜ୍ଞାକୁ ଅନାଜ୍ଞାବହ କରିବା ହେତୁ