or_tn/jas/02/10.md

773 B

For whoever obeys

ପ୍ରତ୍ୟେକଙ୍କ ନିମନ୍ତେ ଯେଉଁମାନେ ପାଳନ କରନ୍ତି

except that he stumbles ... the whole law

ବିଘ୍ନଜନକର ଅର୍ଥ ଯେ ଚାଲିବା ସମୟରେ ତଳେ ପଡିଯିବା ଅଟେ । ବ୍ୟବସ୍ଥାର ଗୋଟିଏକୁ ଯଦି ଅବମାନନା କରିବା ବିଷୟରେ କୁହାଯାଏ ଯେପରି ଚାଲିବା ସମୟରେ ଏହା ବିଘ୍ନଜନକ ଥିଲା । (ଦେଖ: rc://*/ta/man/translate/figs-metaphor)

in just a single way

ବ୍ୟବସ୍ଥା ଅନୁସାରେ ଗୋଟିଏ ଆଜ୍ଞାକୁ ଅନାଜ୍ଞାବହ କରିବା ହେତୁ