or_tn/jas/02/07.md

956 B

Do they not insult ... have been called?

ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ଅପମାନିତ କରନ୍ତି ... ଆହ୍ବାନ କରାଗଲେ.” (ଦେଖ: rc://*/ta/man/translate/figs-rquestion)

the good name by which you have been called

ଏହା ଖ୍ରୀଷ୍ଟଙ୍କ ନାମକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ନାମ ସକାଶୁ ତୁମ୍ଭେମାନେ ଆହୁତ ହୋଇଅଛ” (ଦେଖ: rc://*/ta/man/translate/figs-metonymy)