or_tn/jas/02/07.md

8 lines
956 B
Markdown
Raw Permalink Normal View History

2020-11-19 00:15:53 +00:00
# Do they not insult ... have been called?
ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ଅପମାନିତ କରନ୍ତି ... ଆହ୍ବାନ କରାଗଲେ.” (ଦେଖ: [[rc://*/ta/man/translate/figs-rquestion]])
# the good name by which you have been called
ଏହା ଖ୍ରୀଷ୍ଟଙ୍କ ନାମକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟଙ୍କ ନାମ ସକାଶୁ ତୁମ୍ଭେମାନେ ଆହୁତ ହୋଇଅଛ” (ଦେଖ: [[rc://*/ta/man/translate/figs-metonymy]])