or_tn/jas/01/23.md

1.4 KiB

For if anyone is a hearer of the word

କାରଣ ଯଦି କେହି ଶାସ୍ତ୍ର ଅନୁସାରେ ଈଶ୍ବରଙ୍କ ବାକ୍ୟକୁ ଶୁଣେ

but not a doer

“ଅଟେ” ଓ “ବାକ୍ୟର” ଶଦ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ । ବିଶେଷ୍ୟ “କର୍ମକାରୀ”କୁ କ୍ରିୟା ରୂପେ “କର” କିମ୍ବା “ପାଳନ” ଭାବେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଜଣେ ବାକ୍ୟର କର୍ମକାରୀ ନୁହେ” କିମ୍ବା “କିନ୍ତୁ ବାକ୍ୟ ପାଳନ କରେ ନାହିଁ” (ଦେଖ: rc://*/ta/man/translate/figs-ellipsis)

he is like a man who examines his natural face in a mirror

ଯେଉ ବ୍ୟକ୍ତି ଈଶ୍ବରଙ୍କ ବାକ୍ୟ ଶୁଣେ, ସେ ଦର୍ପଣରେ ମୁଖ ଦର୍ଶନ କରୁଥିବା ବ୍ୟକ୍ତି ତୁଲ୍ୟ ଅଟେ । (ଦେଖ: rc://*/ta/man/translate/figs-simile)

his natural face

“ପ୍ରାକୃତିକ” ଶବ୍ଦ ସ୍ପଷ୍ଟ କରେ ଯେ ଯାକୁବ ସାଧାରଣ ଶବ୍ଦ “ମୁଖ” ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ମୁଖ”