or_tn/jas/01/23.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# For if anyone is a hearer of the word
କାରଣ ଯଦି କେହି ଶାସ୍ତ୍ର ଅନୁସାରେ ଈଶ୍ବରଙ୍କ ବାକ୍ୟକୁ ଶୁଣେ
# but not a doer
“ଅଟେ” ଓ “ବାକ୍ୟର” ଶଦ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ । ବିଶେଷ୍ୟ “କର୍ମକାରୀ”କୁ କ୍ରିୟା ରୂପେ “କର” କିମ୍ବା “ପାଳନ” ଭାବେ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଜଣେ ବାକ୍ୟର କର୍ମକାରୀ ନୁହେ” କିମ୍ବା “କିନ୍ତୁ ବାକ୍ୟ ପାଳନ କରେ ନାହିଁ” (ଦେଖ: [[rc://*/ta/man/translate/figs-ellipsis]])
# he is like a man who examines his natural face in a mirror
ଯେଉ ବ୍ୟକ୍ତି ଈଶ୍ବରଙ୍କ ବାକ୍ୟ ଶୁଣେ, ସେ ଦର୍ପଣରେ ମୁଖ ଦର୍ଶନ କରୁଥିବା ବ୍ୟକ୍ତି ତୁଲ୍ୟ ଅଟେ । (ଦେଖ: [[rc://*/ta/man/translate/figs-simile]])
# his natural face
“ପ୍ରାକୃତିକ” ଶବ୍ଦ ସ୍ପଷ୍ଟ କରେ ଯେ ଯାକୁବ ସାଧାରଣ ଶବ୍ଦ “ମୁଖ” ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ତାହାର ମୁଖ”