or_tn/jas/01/18.md

1.3 KiB
Raw Permalink Blame History

give us birth

ଈଶ୍ବର, ଯେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ସେହି ବିଷୟରେ କୁହାଯାଏ ଯେପରି ସେ ଆମ୍ଭମାନଙ୍କୁ ଜନ୍ମ ଦେଇଛନ୍ତି । (ଦେଖ: rc://*/ta/man/translate/figs-metaphor)

the word of truth

ସମ୍ଭାବିତ ଅର୍ଥଗୁଡିକ ୧) “ସତ୍ୟ ବିଷୟରେ ବାର୍ତ୍ତା” ଓ )”ସତ୍ୟ ବାର୍ତ୍ତା”

so that we would be a kind of firstfruits

ଯାକୁବ ଈଶ୍ବରଙ୍କଠାରେ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କ ମୁଲ୍ୟ ବର୍ଣନା କରିବାକୁ ଯାଇ ଏବ୍ରୀୟମାନଙ୍କ ପାରମ୍ପରିକ ଧାରଣା ପ୍ରଥମ ଫଳକୁ ବ୍ୟବହାର କରନ୍ତି । ସେ ସୂଚିତ କରି କହନ୍ତି ଯେ ଭବିଷ୍ୟତରେ ଅନେକ ବିଶ୍ବାସୀ ବୃଦ୍ଧି ହେବେ । ଅନ୍ୟ ଏକ ଅନୁବାଦରେ: “ତେଣୁ ଆମ୍ଭେମାନେ ପ୍ରଥମଫଳର ଏକ ବଳିଦାନ ସ୍ବରୁପ ହେବା ଉଚିତ” (ଦେଖ: rc://*/ta/man/translate/figs-simile)