or_tn/jas/01/18.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# give us birth
ଈଶ୍ବର, ଯେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ସେହି ବିଷୟରେ କୁହାଯାଏ ଯେପରି ସେ ଆମ୍ଭମାନଙ୍କୁ ଜନ୍ମ ଦେଇଛନ୍ତି । (ଦେଖ: [[rc://*/ta/man/translate/figs-metaphor]])
# the word of truth
ସମ୍ଭାବିତ ଅର୍ଥଗୁଡିକ ୧) “ସତ୍ୟ ବିଷୟରେ ବାର୍ତ୍ତା” ଓ )”ସତ୍ୟ ବାର୍ତ୍ତା”
# so that we would be a kind of firstfruits
ଯାକୁବ ଈଶ୍ବରଙ୍କଠାରେ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କ ମୁଲ୍ୟ ବର୍ଣନା କରିବାକୁ ଯାଇ ଏବ୍ରୀୟମାନଙ୍କ ପାରମ୍ପରିକ ଧାରଣା ପ୍ରଥମ ଫଳକୁ ବ୍ୟବହାର କରନ୍ତି । ସେ ସୂଚିତ କରି କହନ୍ତି ଯେ ଭବିଷ୍ୟତରେ ଅନେକ ବିଶ୍ବାସୀ ବୃଦ୍ଧି ହେବେ । ଅନ୍ୟ ଏକ ଅନୁବାଦରେ: “ତେଣୁ ଆମ୍ଭେମାନେ ପ୍ରଥମଫଳର ଏକ ବଳିଦାନ ସ୍ବରୁପ ହେବା ଉଚିତ” (ଦେଖ: [[rc://*/ta/man/translate/figs-simile]])