or_tn/jas/01/17.md

1.8 KiB

Every good gift and every perfect gift

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାଧାରଣ ଭାବେ ସମାନ ଅଟେ । ଯାକୁବ ଗୁରୁତ୍ବାରୋପ କରିବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି ଯେ ଜଣେ ବ୍ୟକ୍ତିର ଯେକୌଣସି ଉତ୍ତମ ଗୁଣ ଈଶ୍ବରଙ୍କଠାରୁ ଆସିଥାଏ । (ଦେଖ: rc://*/ta/man/translate/figs-doublet)

the Father of lights

ଈଶ୍ବର, ଆକାଶସ୍ଥ ସମସ୍ତ ଅଲୋକର ନିର୍ମାଣକର୍ତ୍ତା (ସୁର୍ଯ୍ୟ, ଚନ୍ଦ୍ର ଏବଂ ତାରାଗଣ), ଈଶ୍ବର ସେମାନଙ୍କ “ପିତା” ହେବା କହନ୍ତି ।“

With him there is no changing or shadow because of turning

ଏହି ପ୍ରକାଶନ ଈଶ୍ବରଙ୍କ ଏକ ଅପରିବର୍ତିତ ଆଲୋକ ସ୍ପରୂପ, ସୁର୍ଯ୍ୟ, ଚନ୍ଦ୍ରମା, ଗ୍ରହ ଓ ଆକାଶର ତାରାଗଣକୁ ଚିତ୍ରଣ କରେ । ଏହା ପୃଥିବୀ ଉପରେ କ୍ରମାଗତ ଭାବେ ଏହାର ଛାୟକୁ ବଦଳାବା ଏକ ବ୍ୟତିରେକ ଅଟେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅପରିବର୍ତ୍ତନୀୟ ଅଟନ୍ତି, ସେ ସୁର୍ଯ୍ୟ, ଚନ୍ଦ୍ର ଓ ଆକାଶର ତାରାଗଣ ସଦୃଶ ସ୍ଥିର ଅଟନ୍ତି, ଛାୟା ସଦୃଶ୍ୟ ନୁହନ୍ତି ଯାହା ପୃଥିବୀ ଉପରେ ଦୃଶ୍ୟ ଓ ଅଦୃଶ୍ୟ ହୋଇଥାଏ” (ଦେଖ: rc://*/ta/man/translate/figs-simile)