# Every good gift and every perfect gift ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାଧାରଣ ଭାବେ ସମାନ ଅଟେ । ଯାକୁବ ଗୁରୁତ୍ବାରୋପ କରିବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି ଯେ ଜଣେ ବ୍ୟକ୍ତିର ଯେକୌଣସି ଉତ୍ତମ ଗୁଣ ଈଶ୍ବରଙ୍କଠାରୁ ଆସିଥାଏ । (ଦେଖ: [[rc://*/ta/man/translate/figs-doublet]]) # the Father of lights ଈଶ୍ବର, ଆକାଶସ୍ଥ ସମସ୍ତ ଅଲୋକର ନିର୍ମାଣକର୍ତ୍ତା (ସୁର୍ଯ୍ୟ, ଚନ୍ଦ୍ର ଏବଂ ତାରାଗଣ), ଈଶ୍ବର ସେମାନଙ୍କ “ପିତା” ହେବା କହନ୍ତି ।“ # With him there is no changing or shadow because of turning ଏହି ପ୍ରକାଶନ ଈଶ୍ବରଙ୍କ ଏକ ଅପରିବର୍ତିତ ଆଲୋକ ସ୍ପରୂପ, ସୁର୍ଯ୍ୟ, ଚନ୍ଦ୍ରମା, ଗ୍ରହ ଓ ଆକାଶର ତାରାଗଣକୁ ଚିତ୍ରଣ କରେ । ଏହା ପୃଥିବୀ ଉପରେ କ୍ରମାଗତ ଭାବେ ଏହାର ଛାୟକୁ ବଦଳାବା ଏକ ବ୍ୟତିରେକ ଅଟେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅପରିବର୍ତ୍ତନୀୟ ଅଟନ୍ତି, ସେ ସୁର୍ଯ୍ୟ, ଚନ୍ଦ୍ର ଓ ଆକାଶର ତାରାଗଣ ସଦୃଶ ସ୍ଥିର ଅଟନ୍ତି, ଛାୟା ସଦୃଶ୍ୟ ନୁହନ୍ତି ଯାହା ପୃଥିବୀ ଉପରେ ଦୃଶ୍ୟ ଓ ଅଦୃଶ୍ୟ ହୋଇଥାଏ” (ଦେଖ: [[rc://*/ta/man/translate/figs-simile]])