or_tn/jas/01/15.md

1.1 KiB

Then after the desire conceives, it gives birth to sin, and after the sin is full grown, it gives birth to death

ଅଭିଳାଷ ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଅଟେ, ଏହି ଥର ସ୍ପଷ୍ଟ କରେ ଯେପରି ଜଣେ ମହିଳା ଜଣେ ଶିଶୁକୁ ଗର୍ଭଧାରଣ କରେ । ଏହି ଶିଶୁ ପାପ ଭାବେ ପରିଚିତ ହୁଏ । ପାପ ଅନ୍ୟଏକ ଶିଶୁ ଅଟେ ଯାହା ବୃଦ୍ଧି ହୁଏ, ଗର୍ଭ ଧାରଣ କରେ, ଏବଂ ମୃତ୍ୟୁକୁ ଜନ୍ମ ଦିଏ । ଏହି ରୂପକର ଧାରା କୌଣସି ଏକ ବ୍ୟକ୍ତିର ଛବି ଅଟେ ଯାହାର ଆତ୍ମିକ ଓ ଶାରୀରିକ ଦସା ମୃତ୍ୟୁରେ ଶେଷ ହୁଏ ଏବଂ ଉଭୟ ମନ୍ଦ ଅଭିଳାଷ ଓ ତାହାର ପାପର କାରଣ ହୁଏ । (ଦେଖ: [[rc:///ta/man/translate/figs-personification]] ଏବଂ [[rc:///ta/man/translate/figs-metaphor]])