4 lines
1.1 KiB
Markdown
4 lines
1.1 KiB
Markdown
|
# Then after the desire conceives, it gives birth to sin, and after the sin is full grown, it gives birth to death
|
||
|
|
||
|
ଅଭିଳାଷ ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଅଟେ, ଏହି ଥର ସ୍ପଷ୍ଟ କରେ ଯେପରି ଜଣେ ମହିଳା ଜଣେ ଶିଶୁକୁ ଗର୍ଭଧାରଣ କରେ । ଏହି ଶିଶୁ ପାପ ଭାବେ ପରିଚିତ ହୁଏ । ପାପ ଅନ୍ୟଏକ ଶିଶୁ ଅଟେ ଯାହା ବୃଦ୍ଧି ହୁଏ, ଗର୍ଭ ଧାରଣ କରେ, ଏବଂ ମୃତ୍ୟୁକୁ ଜନ୍ମ ଦିଏ । ଏହି ରୂପକର ଧାରା କୌଣସି ଏକ ବ୍ୟକ୍ତିର ଛବି ଅଟେ ଯାହାର ଆତ୍ମିକ ଓ ଶାରୀରିକ ଦସା ମୃତ୍ୟୁରେ ଶେଷ ହୁଏ ଏବଂ ଉଭୟ ମନ୍ଦ ଅଭିଳାଷ ଓ ତାହାର ପାପର କାରଣ ହୁଏ । (ଦେଖ: [[rc://*/ta/man/translate/figs-personification]] ଏବଂ [[rc://*/ta/man/translate/figs-metaphor]])
|