or_tn/jas/01/14.md

889 B

each person is tempted by his own desire

ଜଣେ ବ୍ୟକ୍ତିର ଅଭିଳାଷ ବିଷୟରେ କୁହାଯାଇଛି ଯେପରି ଏହା କେହି ଜଣେ ଥିଲା ଯେ ତାହାକୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଉ ଥିଲା । (ଦେଖ: rc://*/ta/man/translate/figs-personification)

which drags him away and entices him

ମନ୍ଦ ଅଭିଳାଷ ବିଷୟରେ କହିବା ଜାରି ରହିଛି ଯେପରି ଏହା ଜଣେ ବ୍ୟକ୍ତି ଥିଲା ଯେ କୌଣସି ଏକ ବ୍ୟକ୍ତିକୁ ଟାଣି ନେଉ ଥିଲା । (ଦେଖ: rc://*/ta/man/translate/figs-personification)

entices

ଆକର୍ଷିତ କରେ, ମନ୍ଦ କରିବାକୁ ଜଣକୁ ପ୍ରବର୍ତ୍ତାଏ