# each person is tempted by his own desire ଜଣେ ବ୍ୟକ୍ତିର ଅଭିଳାଷ ବିଷୟରେ କୁହାଯାଇଛି ଯେପରି ଏହା କେହି ଜଣେ ଥିଲା ଯେ ତାହାକୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଉ ଥିଲା । (ଦେଖ: [[rc://*/ta/man/translate/figs-personification]]) # which drags him away and entices him ମନ୍ଦ ଅଭିଳାଷ ବିଷୟରେ କହିବା ଜାରି ରହିଛି ଯେପରି ଏହା ଜଣେ ବ୍ୟକ୍ତି ଥିଲା ଯେ କୌଣସି ଏକ ବ୍ୟକ୍ତିକୁ ଟାଣି ନେଉ ଥିଲା । (ଦେଖ: [[rc://*/ta/man/translate/figs-personification]]) # entices ଆକର୍ଷିତ କରେ, ମନ୍ଦ କରିବାକୁ ଜଣକୁ ପ୍ରବର୍ତ୍ତାଏ