or_tn/jas/01/01.md

20 lines
2.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ପ୍ରେରିତ ଯାକୁବ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ଲେଖନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଯିହୁଦୀ ଥିଲେ, ଏବଂ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ବାସ କରୁଥିଲେ ।
# James, a servant of God and of the Lord Jesus Christ
“ଏହି ପତ୍ର କେଉଁଠାରୁ ଆସିଅଛି” ବାକ୍ୟାଂଶ ଉପଲକ୍ଷିତ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ଏହି ପତ୍ର ଯାକୁବଙ୍କଠାରୁ ଆସିଅଛି, ଈଶ୍ବରଙ୍କ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ” (ଦେଖ: [[rc://*/ta/man/translate/figs-explicit]])
# to the twelve tribes
ସମ୍ଭାବିତ ଅର୍ଥଗୁଡ଼ିକ ୧) ଏହା ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଏକ ସୂଚନାତ୍ମକ ବାକ୍ୟ ଅଟେ, କିମ୍ବା ) ଏହା ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବିଶ୍ବାସଯୋଗ୍ୟ ଲୋକମାନଙ୍କ ନିକଟକୁ” (ଦେଖ: [[rc://*/ta/man/translate/figs-synecdoche]] ଏବଂ [[rc://*/ta/man/translate/figs-metaphor]])
# in the dispersion
“ଛିନ୍ନଭିନ୍ନ” ବାକ୍ୟଟି ସାଧାରଣଭାବେ ଯିହୁଦୀମାନଙ୍କୁ ବୁଝାଏ ଯେଉଁମାନେ ଅନ୍ୟ ରାଜ୍ୟରେ ଛିନ୍ନଭିନ୍ନ ହୋଇ ରହୁଥିଲେ, ସେମାନଙ୍କ ଦେଶ ଇସ୍ରାଏଲଠାରୁ ବହୁ ଦୂରରେ । ଏହି ଭାବବାଚକ ବିଶେଷ୍ୟ “ଛିନ୍ନଭିନ୍ନ” କ୍ରିୟା ସହିତ ଏକ ବାକ୍ୟାଂଶ ସହିତ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସମଗ୍ର ପୃଥିବୀରେ ଛିନ୍ନଭିନ୍ନ ହୋଇ ରହିଥିଲେ” କିମ୍ବା “ଯେଉଁମାନେ ଅନ୍ୟ ଦେଶରେ ବାସ କରନ୍ତି” (ଦେଖ: [[rc://*/ta/man/translate/figs-abstractnouns]])
# Greetings!
ଏକ ସାଧାରଣ ଅଭିବାଦନ, ଯେପରିକି “ନମସ୍କାର !” କିମ୍ବା “ଶୁଭ ଦିନ !”