or_tn/jas/01/01.md

2.7 KiB
Raw Permalink Blame History

General Information:

ପ୍ରେରିତ ଯାକୁବ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ଲେଖନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଯିହୁଦୀ ଥିଲେ, ଏବଂ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ବାସ କରୁଥିଲେ ।

James, a servant of God and of the Lord Jesus Christ

“ଏହି ପତ୍ର କେଉଁଠାରୁ ଆସିଅଛି” ବାକ୍ୟାଂଶ ଉପଲକ୍ଷିତ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ଏହି ପତ୍ର ଯାକୁବଙ୍କଠାରୁ ଆସିଅଛି, ଈଶ୍ବରଙ୍କ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ” (ଦେଖ: rc://*/ta/man/translate/figs-explicit)

to the twelve tribes

ସମ୍ଭାବିତ ଅର୍ଥଗୁଡ଼ିକ ୧) ଏହା ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଏକ ସୂଚନାତ୍ମକ ବାକ୍ୟ ଅଟେ, କିମ୍ବା ) ଏହା ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବିଶ୍ବାସଯୋଗ୍ୟ ଲୋକମାନଙ୍କ ନିକଟକୁ” (ଦେଖ: [[rc:///ta/man/translate/figs-synecdoche]] ଏବଂ [[rc:///ta/man/translate/figs-metaphor]])

in the dispersion

“ଛିନ୍ନଭିନ୍ନ” ବାକ୍ୟଟି ସାଧାରଣଭାବେ ଯିହୁଦୀମାନଙ୍କୁ ବୁଝାଏ ଯେଉଁମାନେ ଅନ୍ୟ ରାଜ୍ୟରେ ଛିନ୍ନଭିନ୍ନ ହୋଇ ରହୁଥିଲେ, ସେମାନଙ୍କ ଦେଶ ଇସ୍ରାଏଲଠାରୁ ବହୁ ଦୂରରେ । ଏହି ଭାବବାଚକ ବିଶେଷ୍ୟ “ଛିନ୍ନଭିନ୍ନ” କ୍ରିୟା ସହିତ ଏକ ବାକ୍ୟାଂଶ ସହିତ ପ୍ରକାଶ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସମଗ୍ର ପୃଥିବୀରେ ଛିନ୍ନଭିନ୍ନ ହୋଇ ରହିଥିଲେ” କିମ୍ବା “ଯେଉଁମାନେ ଅନ୍ୟ ଦେଶରେ ବାସ କରନ୍ତି” (ଦେଖ: rc://*/ta/man/translate/figs-abstractnouns)

Greetings!

ଏକ ସାଧାରଣ ଅଭିବାଦନ, ଯେପରିକି “ନମସ୍କାର !” କିମ୍ବା “ଶୁଭ ଦିନ !”