16 lines
1.6 KiB
Markdown
16 lines
1.6 KiB
Markdown
# sacrifices of praise
|
|
|
|
ପ୍ରଶଂସା ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପଶୁ ବା ଧୂପର ବଳିଦାନ ଅଟେ I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# praise that is the fruit of lips that acknowledge his name
|
|
|
|
ପ୍ରଶଂସା ବିଷୟରେ କୁହାଯାଏ ଯେପରି ଏହା ଲୋକମାନଙ୍କ ଓଷ୍ଠାଧରରୁ ଉତ୍ପନ୍ନ ଫଳ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଶଂସା ଯାହା ତାହାଙ୍କ ନାମକୁ ସ୍ବୀକାର କରୁଥିବା ଲୋକମାନଙ୍କ ଓଷ୍ଠାଧରରୁ ଉତ୍ପନ୍ନ ହେଉଥିବା ଫଳ” (ଦେଖ: [[rc://*/ta/man/translate/figs-metaphor]])
|
|
|
|
# lips that acknowledge his name
|
|
|
|
ଏଠାରେ “ଓଷ୍ଠାଧର” କହୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ନାମକୁ ସ୍ବୀକାର କରୁଥିବା ଲୋକମାନଙ୍କ ଓଷ୍ଠାଧର” କିମ୍ବା”ଯେଉଁମାନେ ତାହାଙ୍କ ନାମକୁ ସ୍ବୀକାର କରନ୍ତି” (ଦେଖ: [[rc://*/ta/man/translate/figs-synecdoche]])
|
|
|
|
# his name
|
|
|
|
ଜଣେ ବ୍ୟକ୍ତିର ନାମ ତାହାର ବ୍ୟକ୍ତିତ୍ବକୁ ସୁଚିତ କରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ” (ଦେଖ: [[rc://*/ta/man/translate/figs-metonymy]])
|