or_tn/heb/13/15.md

1.6 KiB

sacrifices of praise

ପ୍ରଶଂସା ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପଶୁ ବା ଧୂପର ବଳିଦାନ ଅଟେ I (ଦେଖ: rc://*/ta/man/translate/figs-metaphor)

praise that is the fruit of lips that acknowledge his name

ପ୍ରଶଂସା ବିଷୟରେ କୁହାଯାଏ ଯେପରି ଏହା ଲୋକମାନଙ୍କ ଓଷ୍ଠାଧରରୁ ଉତ୍ପନ୍ନ ଫଳ ଅଟେ I ଅନ୍ୟଏକ ଅନୁବାଦରେ: “ପ୍ରଶଂସା ଯାହା ତାହାଙ୍କ ନାମକୁ ସ୍ବୀକାର କରୁଥିବା ଲୋକମାନଙ୍କ ଓଷ୍ଠାଧରରୁ ଉତ୍ପନ୍ନ ହେଉଥିବା ଫଳ” (ଦେଖ: rc://*/ta/man/translate/figs-metaphor)

lips that acknowledge his name

ଏଠାରେ “ଓଷ୍ଠାଧର” କହୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ନାମକୁ ସ୍ବୀକାର କରୁଥିବା ଲୋକମାନଙ୍କ ଓଷ୍ଠାଧର” କିମ୍ବା”ଯେଉଁମାନେ ତାହାଙ୍କ ନାମକୁ ସ୍ବୀକାର କରନ୍ତି” (ଦେଖ: rc://*/ta/man/translate/figs-synecdoche)

his name

ଜଣେ ବ୍ୟକ୍ତିର ନାମ ତାହାର ବ୍ୟକ୍ତିତ୍ବକୁ ସୁଚିତ କରେ I ଅନ୍ୟଏକ ଅନୁବାଦରେ: “ତାହାଙ୍କୁ” (ଦେଖ: rc://*/ta/man/translate/figs-metonymy)