or_tn/heb/13/13.md

1.0 KiB

Let us therefore go to him outside the camp

ଯୀଶୁଙ୍କ ବାଧ୍ୟହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଛାଉଣୀ ପରିତ୍ୟାଗ କରି ବାହାରେ ଯୀଶୁ ଥିବା ସ୍ଥାନକୁ ଯାଉଅଛି I (ଦେଖ: rc://*/ta/man/translate/figs-metaphor)

bearing his shame

ନିନ୍ଦା କରିବା ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଯାହା ଜଣେ ବ୍ୟକ୍ତି ଆପଣା ହସ୍ତରେ ବା ଆପଣା ପୃଷ୍ଠରେ ବହନ କରି ନେଇ ଯାଉଛି I ଅନ୍ୟଏକ ଅନୁବାଦରେ: “ଲୋକମାନେ ଯେପରି ତାହାଙ୍କୁ ନିନ୍ଦା କଲେ, ଅନ୍ୟମାନେ ଆମ୍ଭମାନଙ୍କୁ ସେହିପରି ନିନ୍ଦା କରିବାରେ ସହ୍ୟ କରି” (ଦେଖ: rc://*/ta/man/translate/figs-metaphor)