or_tn/heb/13/13.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Let us therefore go to him outside the camp
ଯୀଶୁଙ୍କ ବାଧ୍ୟହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଛାଉଣୀ ପରିତ୍ୟାଗ କରି ବାହାରେ ଯୀଶୁ ଥିବା ସ୍ଥାନକୁ ଯାଉଅଛି I (ଦେଖ: [[rc://*/ta/man/translate/figs-metaphor]])
# bearing his shame
ନିନ୍ଦା କରିବା ବିଷୟରେ କୁହାଯାଏ ଯେପରି ଏହା ଏପରି ଏକ ବିଷୟ ଯାହା ଜଣେ ବ୍ୟକ୍ତି ଆପଣା ହସ୍ତରେ ବା ଆପଣା ପୃଷ୍ଠରେ ବହନ କରି ନେଇ ଯାଉଛି I ଅନ୍ୟଏକ ଅନୁବାଦରେ: “ଲୋକମାନେ ଯେପରି ତାହାଙ୍କୁ ନିନ୍ଦା କଲେ, ଅନ୍ୟମାନେ ଆମ୍ଭମାନଙ୍କୁ ସେହିପରି ନିନ୍ଦା କରିବାରେ ସହ୍ୟ କରି” (ଦେଖ: [[rc://*/ta/man/translate/figs-metaphor]])