or_tn/heb/13/09.md

28 lines
3.4 KiB
Markdown

# General Information:
ଏହି ଭାଗଟି ପୁରାତନ ନିୟମର ସମୟରେ ବିଶ୍ବାସୀମାନଙ୍କ ଦ୍ବାରା କରାଯାଉଥିବା ପଶୁବଳିକୁ ବୁଝାଏ, ଯାହାକି ଖ୍ରୀଷ୍ଟଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସାମୟିକ ଭାବରେ ସେମାନଙ୍କର ପାପ ଆଚ୍ଛାଦନ କରୁଥିଲା I
# Do not be carried away by various strange teachings
ବିଭିନ୍ନ ଶିକ୍ଷାଦ୍ବାରା ପ୍ରରୋଚିତ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ବଳପୂର୍ବକ ଟଣାହୋଇ ଯାଉଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କର ବିଭିନ୍ନ ବିଚିତ୍ର ଶିକ୍ଷାଗୁଡିକ ବିଶ୍ବାସ କରିବାକୁ ଅନ୍ୟମାନେ ତୁମ୍ଭମାନଙ୍କୁ ପ୍ରରୋଚିତ ନ କରନ୍ତୁ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# various strange teachings
ଅନେକ, ବିଭିନ୍ନ ଶିକ୍ଷା, ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ କହିଥିବା ସୁସମାଚାର ନୁହେଁ
# it is good that the heart should be strengthened by grace, not by foods that do not help those who walk by them
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ଭାବୁ ଯେ ଈଶ୍ବର ଆମ୍ଭମାନଙ୍କ ପ୍ରତି କେତେ ଦୟା କରିଅଛନ୍ତି, ଆମ୍ଭେମାନେ ବଳବାନ୍ ହୋଉଥାଉ, କିନ୍ତୁ ଖାଦ୍ୟ ଜନିତ ବିଧି ପାଳନ କରି ଆମ୍ଭେମାନେ ବଳବାନ୍ ହୋଇ ନଥାଉ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# the heart should be strengthened
ଏଠାରେ “ହୃଦୟ” “ଆନ୍ତରିକ ପୁରୁଷ” ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ” “ଆମ୍ଭେମାନେ ଆନ୍ତରିକଭାବରେ ବଳବାନ୍ ହେବା ଉଚିତ” (ଦେଖ: [[rc://*/ta/man/translate/figs-metonymy]] ଓ @)
# foods
ଏଠାରେ “ଖାଦ୍ୟ ପଦାର୍ଥ” ଖାଦ୍ୟ ଜନିତ ବିଧିବିଧାନକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# those who walk by them
ଜୀବନଯାପନ କରିବା ବିଷୟରେ କୁହାଯାଏ ଯେପରି ଏହା ଆଚରଣ କରିବା I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ସେଗୁଡିକ ଦ୍ବାରା ଜୀବନଯାପନ କରନ୍ତି” କିମ୍ବା “ଯେଉଁମାନେ ଆପଣା ଆପଣା ଜୀବନକୁ ସେଗୁଡିକ ଦ୍ବାରା ପରିଚାଳିତ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])