or_tn/heb/13/09.md

3.4 KiB

General Information:

ଏହି ଭାଗଟି ପୁରାତନ ନିୟମର ସମୟରେ ବିଶ୍ବାସୀମାନଙ୍କ ଦ୍ବାରା କରାଯାଉଥିବା ପଶୁବଳିକୁ ବୁଝାଏ, ଯାହାକି ଖ୍ରୀଷ୍ଟଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସାମୟିକ ଭାବରେ ସେମାନଙ୍କର ପାପ ଆଚ୍ଛାଦନ କରୁଥିଲା I

Do not be carried away by various strange teachings

ବିଭିନ୍ନ ଶିକ୍ଷାଦ୍ବାରା ପ୍ରରୋଚିତ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ବଳପୂର୍ବକ ଟଣାହୋଇ ଯାଉଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କର ବିଭିନ୍ନ ବିଚିତ୍ର ଶିକ୍ଷାଗୁଡିକ ବିଶ୍ବାସ କରିବାକୁ ଅନ୍ୟମାନେ ତୁମ୍ଭମାନଙ୍କୁ ପ୍ରରୋଚିତ ନ କରନ୍ତୁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

various strange teachings

ଅନେକ, ବିଭିନ୍ନ ଶିକ୍ଷା, ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ କହିଥିବା ସୁସମାଚାର ନୁହେଁ

it is good that the heart should be strengthened by grace, not by foods that do not help those who walk by them

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆମ୍ଭେମାନେ ଭାବୁ ଯେ ଈଶ୍ବର ଆମ୍ଭମାନଙ୍କ ପ୍ରତି କେତେ ଦୟା କରିଅଛନ୍ତି, ଆମ୍ଭେମାନେ ବଳବାନ୍ ହୋଉଥାଉ, କିନ୍ତୁ ଖାଦ୍ୟ ଜନିତ ବିଧି ପାଳନ କରି ଆମ୍ଭେମାନେ ବଳବାନ୍ ହୋଇ ନଥାଉ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

the heart should be strengthened

ଏଠାରେ “ହୃଦୟ” “ଆନ୍ତରିକ ପୁରୁଷ” ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ” “ଆମ୍ଭେମାନେ ଆନ୍ତରିକଭାବରେ ବଳବାନ୍ ହେବା ଉଚିତ” (ଦେଖ: rc://*/ta/man/translate/figs-metonymy ଓ @)

foods

ଏଠାରେ “ଖାଦ୍ୟ ପଦାର୍ଥ” ଖାଦ୍ୟ ଜନିତ ବିଧିବିଧାନକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

those who walk by them

ଜୀବନଯାପନ କରିବା ବିଷୟରେ କୁହାଯାଏ ଯେପରି ଏହା ଆଚରଣ କରିବା I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ସେଗୁଡିକ ଦ୍ବାରା ଜୀବନଯାପନ କରନ୍ତି” କିମ୍ବା “ଯେଉଁମାନେ ଆପଣା ଆପଣା ଜୀବନକୁ ସେଗୁଡିକ ଦ୍ବାରା ପରିଚାଳିତ କରନ୍ତି” (ଦେଖ: rc://*/ta/man/translate/figs-metaphor)