or_tn/heb/12/23.md

1.3 KiB

the firstborn

ଏହା ଖ୍ରୀଷ୍ଟଙ୍କଠାରେଥିବା ବିଶ୍ବାସୀମାନଙ୍କ ବିଷୟରେ କହେ ଯେପରି ସେମାନେ ପ୍ରଥମଜାତ ପୁତ୍ରଗଣ ଥିଲେ I ଏହା ଈଶ୍ବରଙ୍କ ଲୋକଭାବରେ ସେମାନଙ୍କର ବିଶେଷ ସ୍ଥାନ ଓ ସୁବିଧା ସୁଯୋଗକୁ ଗୁରୁତ୍ବାରୋପ କରେ I (ଦେଖ: rc://*/ta/man/translate/figs-metaphor)

registered in heaven

ଯେଉଁମାନଙ୍କର ନାମ ସ୍ବର୍ଗରେ ଲିଖିତ ଅଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯେଉଁମାନଙ୍କର ନାମ ସ୍ବର୍ଗରେ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

who have been made perfect

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ସିଦ୍ଧ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)