or_tn/heb/12/23.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# the firstborn
ଏହା ଖ୍ରୀଷ୍ଟଙ୍କଠାରେଥିବା ବିଶ୍ବାସୀମାନଙ୍କ ବିଷୟରେ କହେ ଯେପରି ସେମାନେ ପ୍ରଥମଜାତ ପୁତ୍ରଗଣ ଥିଲେ I ଏହା ଈଶ୍ବରଙ୍କ ଲୋକଭାବରେ ସେମାନଙ୍କର ବିଶେଷ ସ୍ଥାନ ଓ ସୁବିଧା ସୁଯୋଗକୁ ଗୁରୁତ୍ବାରୋପ କରେ I (ଦେଖ: [[rc://*/ta/man/translate/figs-metaphor]])
# registered in heaven
ଯେଉଁମାନଙ୍କର ନାମ ସ୍ବର୍ଗରେ ଲିଖିତ ଅଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯେଉଁମାନଙ୍କର ନାମ ସ୍ବର୍ଗରେ ଲେଖିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# who have been made perfect
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ସିଦ୍ଧ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])